ଦେଧାନ
ଦେଖଣା
ଦେଧାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଦେବଧାନ୍ୟ) ଅ—ମକ୍କା ବା ଆଖୁପରି ଧାନ୍ୟ ଜାତୀୟ ସରୁ ଗଛ ଓ ତହିଁର ଶସ୍ୟ;ଦୁଆରା — ୧. Broom corn; Sorghun Sacharatum; Andropogen saccharatus.
- ୨. ଯବନାଳ; ଜୁଆରା —୨. Millet.
[ଦ୍ରଷ୍ଟବ୍ୟ —ବୈଦେକ ମତରେ ଏହା ଶୀତଳ, ମଧୁର କଷାୟ ରସ, ଲୋହିତ ବର୍ଣ୍ଣ ଓ ପୀତନାଶକ, ଅବୃଷ୍ୟ, ରୁକ୍ଷ, ଲଘ୍ନ ଓ କ୍ଳେଦକାରକ ଭାରତ ଉତ୍ତର ପଶ୍ଚିମ ଅଞ୍ଚଳରେ ଏହାର ନଡ଼ାକୁ ଗୋରୁ ଖାଆନ୍ତି]