Jump to content

ଦେନ୍ମେହର

ଉଇକିଅଭିଧାନ‌ରୁ

ଦେନ୍ମେହର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦେନ୍ମୋହର୍)

[ସମ୍ପାଦନା]

ବିବାହ ସମୟରେ ମୁସଲମାନ ସମାଜରେ ସ୍ୱାମୀ ସ୍ତ୍ରୀକୁ ଭବିଷ୍ୟତ୍ ଭରଣପୋଷଣ ନିମନ୍ତେ ଦେବା ଯୌତୁକ — (Mahomedan Law) A present given at the time of marrige by the husband for her future mauntenace in case the marriage be dissolved.

[ଦ୍ରଷ୍ଟବ୍ୟ —ବିବାହ ସମୟରେ ମୁସଲମାନ ସ୍ୱାମୀ ସ୍ତ୍ରୀଙ୍କୁ ଯେଉଁ ନିରୂପିତ ଧନ ବା ସମ୍ପତ୍ତି ଉତ୍ସର୍ଗ କରନ୍ତି ଓ ଭବିଷ୍ୟତରେ ବିବାହ ବନ୍ଧନ ଛିନ୍ନ ହେଲେ ଯଦ୍ଦ୍ୱରା ସ୍ତ୍ରୀ ଅନନ୍ୟାପେକ୍ଷିଣୀ ହୋଇ ନିଜର ଭରଣପୋଷଣର ବ୍ୟୟ ବିର୍ବାହ କରି ପାରିବେ ତାକୁ ଦେନ୍ମେହେର ବୋଲାଯାଏ ଏହା ୨ ପ୍ରକାର ଯଥା— ୧. ଯାହା ବିବାହ ସମୟରେ ସ୍ତ୍ରୀଙ୍କୁ ଅର୍ପଣ କରାଯାଏ ଓ୨ ଯାହା ବିବାହବନ୍ଧନ ଚ୍ଛେଦନ ସମୟରେ ସ୍ତ୍ରୀଙ୍କୁ ତତ୍କ୍ଷଣାତ୍ ଦେବାପାଇଁ ଉତ୍ସର୍ଗ ବା ଅଙ୍ଗୀକାର କରନ୍ତି]