Jump to content

ଦେପୂଜା

ଉଇକିଅଭିଧାନ‌ରୁ

ଦେପୂଜା

ଉଚ୍ଚାରଣ

[ସମ୍ପାଦନା]

(ଦେମୂଲ୍ପୂଜା—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଗ୍ରାମଦେବୀଙ୍କର ଯେଉଁ ବାର୍ଷିକ ମହୋତ୍ସବରେ ଲୋକେ ଯାଚିଥିବା ବୁକା ବା ବୋଦା— ମାନ ବଳି ଦିଅନ୍ତି —The annual festivas held before a village Goddess in which victims are offered.

[ଦ୍ରଷ୍ଟବ୍ୟ —ଏହି ଉତ୍ସବକୁ ଦେମୂଲ୍ ପୂଜା ବା ପୁଜେଇ କହନ୍ତ]