Jump to content

ଦେବଆଳ

ଉଇକିଅଭିଧାନ‌ରୁ

ଦେବଆଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେବ+ଆଳୟ)

[ସମ୍ପାଦନା]
୧. ଦେବାଳୟ; ଦେଉଳ — ୧. The temple of a Deity.

ତୋ ଲାଗି ଭୋଗ ଦେବଆଳ ସର୍ବଦା ଭୂଞ୍ଜିବେ ନିର୍ମଳ ଯଶୋବନ୍ତ. ବ୍ରହ୍ମଗୀତା

୨. ଭଜନାଳୟ —୨. Church.