ଦେବକ
ଦେଖଣା
ଦେବକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନାମ) (ଦିବ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. କୃଷ୍ଣଜନନୀ ଦେବକୀଙ୍କ ପିତା — ୧. Name of the father of Debakī.
[ଦ୍ରଷ୍ଟବ୍ୟ —ଏ ଯଦୁବଂଶୀ ଥିଲେ ଏହାଙ୍କର ସାତ କନ୍ୟାଙ୍କୁ ଏ ବସୁଦେବଙ୍କୁ ବିବାହ ଦେଇଥିଲେ ଉଗ୍ରସେନ ଏହାଙ୍କ ବଡ଼ ଭାଇ —ହିନ୍ଦୀ - ଶବ୍ଦସାଗର]
- ୨. ଦେବ (ହିନ୍ଦୀ - ଶବ୍ଦସାଗର) —୨. Deity.
- ୩. ଯୁଧିଷ୍ଠିରଙ୍କର ଏକ ପୁତ୍ର (ହିନ୍ଦୀ - ଶବ୍ଦସାଗର) ୩. Name of a son of J̄udhishṭhira.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]କ୍ରୀଡ଼କ; କ୍ରୀଡ଼ାକାରୀ —Playing; sporting.