ଦେବକିରୀ
ସଙ୍ଗୀତ ଦାମୋଦର ମତରେ ମେଘ ରାଗର ଏକ ଭାର୍ଯ୍ୟା; ରାଗିଣୀବିଶେଷ —One of the secondary airs in Hindu music.