Jump to content

ଦେବଗଡ଼

ଉଇକିଅଭିଧାନ‌ରୁ

ଦେବଗଡ଼

ଉଚ୍ଚାରଣ

[ସମ୍ପାଦନା]

(ଦେଓଗଡ଼—ଅନ୍ୟନାମ)

  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଓଡ଼ିଶାର ଗଡ଼ଜାତ ବାମଣ୍ଡା ରାଜ୍ୟର ରାଜଧାନୀ —The capital of Bamra State in Orissa.

[ଦ୍ରଷ୍ଟବ୍ୟ —କାଳିଦାସଙ୍କ ମେଘଦୂତବର୍ଣ୍ଣିତ 'ରାମଗିରି'କୁ ପ୍ରତ୍ନ— ତତ୍ତ୍ୱବିତ୍ମାନେ ଆଧୁନିକ ଦେବଗଡ଼ ନିକଟସ୍ଥ ପର୍ବତ ବୋଲି ସ୍ଥିର କରିଅଛନ୍ତି ]