ଦେବଗଣ
ଦେଖଣା
ଦେବଗଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେବ+ଗଣ)
[ସମ୍ପାଦନା]- ୧. ଦେବ ସମୂହ — ୧. The Gods.
- ୨. (ଜ୍ୟୋତିଷ) ଦେବ ପ୍ରକୃତିରେ ଜନ୍ମ ହୋଇଥିବା ବ୍ୟକ୍ତି — ୨. (Astrology) A peroson born with the nature of the Gods.
- ୩. ଦେବତାମାନଙ୍କ ବର୍ଗ —୩. A group of Deities.
[ଦ୍ରଷ୍ଟବ୍ୟ —ଏ ଦେବତାମାନଙ୍କ ଗଣଦେବତା ବୋଲାଯାଏ ଗଣଦେବତା ତଳେ ନୋଟ୍ ଦେଖ ]
- ୪. (ଫଳିତ ଜ୍ୟୋତିଷ) ନକ୍ଷତ୍ରମାନଙ୍କର ସମୂହ, ଯହିଁର, ଅଶ୍ୱିନୀ, ରେବତୀ, ପୁଷ୍ୟା, ସ୍ୱାତୀ, ହସ୍ତା, ପୁନର୍ବସୁ ଅନୁରାଧା, ମୃଗଶିରା ଓ ଶ୍ରବଣା ଅନ୍ତର୍ଗତ ଅଟନ୍ତି (ହିନ୍ଦୀ - ଶ) — ୪. (astrology) A group of constellations consisting of the ୧st. ୨୭yh, ୮th, ୧୫th, ୧୩th, ୭th, ୧୭th, ୫th, and ୨୨nd asterisms.
- ୫. କୌଣସି ଦେବତାଙ୍କ ଅନୁଚର (ହିନ୍ଦୀ - ଶବ୍ଦସାଗର) ୫. An attendant of a Deity.