ଦେବଗାନ୍ଧାର
ଭୈରବ ରାଗର ପୁତ୍ର; ସମ୍ପୂର୍ଣ୍ଣ ଜାତିର ରାଗ— ବିଶେଷ —Name of a Hindu musical air.
[ଦ୍ରଷ୍ଟବ୍ୟ —ଏଥିରେ ଋଷଭ, ଧୈବତ ଓ କୋମଳ ସ୍ୱର ଲାଗେ; ଏଥିର ସ୍ୱରଗ୍ରାମ ଗ ମ ପ ଧ ନି ସା ]