Jump to content

ଦେବଗୃହ

ଉଇକିଅଭିଧାନ‌ରୁ

ଦେବଗୃହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେବ+ଗୃହ)

[ସମ୍ପାଦନା]
୧. ଦେବାଳୟ — ୧. Temple.
୨. ବାବା ବୈଦ୍ୟନାଥ ଧାମ; ଦେଓଘର — ୨. Bābā B&aline;i̱dyanātha; Deoghara.
୩. ସୂର୍ଯ୍ୟମଣ୍ଡଳ ଓ ଚନ୍ଦ୍ରମଣ୍ଡଳ ପ୍ରଭୃତି (ପ୍ରକୃତିବାଦ) — ୩. The solar and the lunar orbs.