Jump to content

ଦେବତ୍ର

ଉଇକିଅଭିଧାନ‌ରୁ

ଦେବତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦେବ+ତ୍ରୈ ଧାତୁ=ପାଳନ କରିବା+କର୍ତ୍ତୃ. ଅ)

[ସମ୍ପାଦନା]

ଖଞ୍ଜା; ଦେବତାଙ୍କ ସେବା ନିମନ୍ତେ ପ୍ରଦତ୍ତ (ଭୁମି ପ୍ରଭୃତି) Dedicated to the service of Gods.