Jump to content

ଦେବଦତ୍ତ

ଉଇକିଅଭିଧାନ‌ରୁ

ଦେବଦତ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଦେବ+ଦତ୍ତ)

[ସମ୍ପାଦନା]
୧. ୩ୟା ତତ୍ ଦେବତାଙ୍କ ଅନୁଗ୍ରହରୁ ପ୍ରାପ୍ତ —୧. Given by the Gods.
୨. (୪ର୍ଥୀ ତତ୍)—ଦେବତାଙ୍କ ଉଦ୍ଦେଶ୍ୟର ପ୍ରଦତ୍ତ — ୨. Given or dedicated to the Gods.
୩. ଅର୍ଜୁନଙ୍କ ଶଙ୍ଖ — ୩. Name of Arjuna's conch.


ଦେବତାମାନେ ମୋତେ ଦେବାରୁ ଶଙ୍ଖ ଦେବଦତ୍ତ ନାମ ଯାହାର ନରଶିଖ—କୃଷ୍ଣସିଂହ ମହାଭାରତ. ବନ

୪. ଶରୀରସ୍ଥ ବାୟୁବିଶେଷ (ଏଥିଯୋଗୁଁ ମନୁଷ୍ୟ ହାଇ ମାରେ) ୪. One of the vital airs of the body.
୫. ଅଷ୍ଟକୁଳ ନାଗମାନଙ୍କ ମଧ୍ୟରୁ ଏକ — ୫. Name of one of the eight mythological serpents of the quarters of the globe.
୬. ବୁଦ୍ଧଦେବଙ୍କ ଖୁଡ଼ୁତାପୁଅ ଭାଇ ରାଜକୁମାର — ୬. Name of a prince, cousin of the Buddha.

[ଦ୍ରଷ୍ଟବ୍ୟ —ଏ ବାଲ୍ୟକାଳରେ ବୁଦ୍ଧଙ୍କ ସଙ୍ଗେ ଲାଳିତପାଳିତ ହୋଇଥିଲେ କିନ୍ତୁ ପରେ ତାଙ୍କ ପ୍ରତି ବିଶେଷ ଶତ୍ରୁତା କରି ଅକୃତକାର୍ଯ୍ୟ ହୋଇଥିଲେ—ହିନ୍ଦୀ - ଶବ୍ଦସାଗର ]