Jump to content

ଦେବଦଳନ

ଉଇକିଅଭିଧାନ‌ରୁ

ଦେବଦଳନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ଇନ୍ଦ୍ରଜିତର ରଥ — ୧. Name of Indrajita's car.

ବିପତ୍ତି ସେ ବିମାନ ମାନବଶେ ଦେବଦଳନ ଖ୍ୟାତି ସେ ଭଞ୍ଜ. ବୈଦେହୀଶବିଳାସ

[ଦ୍ରଷ୍ଟବ୍ୟ —ଇନ୍ଦ୍ରଜିତ ବର ପ୍ରଭାବରୁ ନିକୁମ୍ଭିଲା ବଟ ତଳେ ବସି ତପସ୍ୟା କରି ସାରିଲା ପରେ ଯଜ୍ଞକୁଣ୍ଡରୁ ଏହି ରଥ ବାହାରି ଥିଲା ଏହି ରଥରେ ଚଢି କରି ସେ ସମସ୍ତଙ୍କୁ ପରାଜୟ କରି ପାରୁଥିଲା ]

୨. ଦେବୀରଥ (ଦେଖ) - —୨. Debīratha (See)