ଦେବନାଗର
ଦେଖଣା
ଦେବନାଗର
ଉଚ୍ଚାରଣ
[ସମ୍ପାଦନା](ଦେବନାଷରୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଦେବ ନଗର+ଅ; ସ୍ତ୍ରୀ. ଈ. ପ୍ରସିଦ୍ଧି ଅଛି ଯେ ଦେବତାଙ୍କ ନଗରରେ ଏ ଲିପି ପ୍ରଚଳିତ ଥିଲା)
[ସମ୍ପାଦନା]ନାଗରାକ୍ଷର; ସଂସ୍କୃତ ଅକ୍ଷର — The Sanskrit character or alphabets.
[ଦ୍ରଷ୍ଟବ୍ୟ —ସଂସ୍କୃତ ଓ ହିନ୍ଦୀ ଲିପି ଦେବନାଗର ଅକ୍ଷରର ଲେଖା ହୁଏ ମାରୁଆଡ଼ିମାନଙ୍କ ଲିପି ଏହି ଅକ୍ଷରର ରୂପାନ୍ତର ମହାରାଷ୍ଟ୍ରୀ ମଧ୍ୟ ଦେବନାଗର ଅକ୍ଷରରେ ଲେଖା ହୁଏ; ଓଡ଼ିଆ, ବଙ୍ଗଳା, ଗୁଜରାଟୀ ଲିପି ଓ ପାଲୀ ଦେବନାଗରରୁ ଉଦ୍ଧୃତ ନାଗରୀ ଲିପି ପ୍ରାଚୀନ ବ୍ରାହ୍ମୀ ଲିପିରୁ ଆସିଥିବା ପଣ୍ଡିତମାନେ ଅନୁମାନ କରନ୍ତି ]