Jump to content

ଦେବପାଳ

ଉଇକିଅଭିଧାନ‌ରୁ

ଦେବପାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦେବ+ପାଳ)

[ସମ୍ପାଦନା]
୧. ଇନ୍ଦ୍ର — ୧. Indra, the protector of the Gods.

ଗ୍ରୀଷ୍ମ କାଳେ ଯାହାର ପୋଖରୀରେ ଜଳ ଥାଏ ତାହାକୁ ପୁଜୁଥାନତି ଦେବପାଳ କୃଷ୍ଣସିଂହ. ମହାଭାରତ ଅନୁଶାସନ

୨. ଶାକ ଦ୍ୱୀପସ୍ଥ ପର୍ବତବିଶେଷ — ୨. Name of a mountain of the mythological Ṡāka island.