Jump to content

ଦେବବାଣୀ

ଉଇକିଅଭିଧାନ‌ରୁ

ଦେବବାଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସଂସ୍କୃତ ଭାଷା — ୧. The Sanskrit language.
୨. ଭବିଷ୍ୟତ ବାକ୍ୟ —୨. An oracle.
୩. ଦେବତାଙ୍କର ଆଦେଶ — ୩. A divine order.
୪. ଦୈବବାଣୀ; ଆକାଶବାଣୀ; ଶୂନ୍ୟାଦେଶ — ୪. A voice from the heavens.