Jump to content

ଦେବଭୂତି

ଉଇକିଅଭିଧାନ‌ରୁ

ଦେବଭୂତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମନ୍ଦାକିନୀ ବା ସ୍ୱର୍ଗଗଙ୍ଗା — ୧. The celestial Ganges.
୨. ଦେବତା ମାନଙ୍କ ଐଶର୍ଯ୍ୟ — ୨. The divine qualities of the Gods.

ବଳେ ହଇ—ଶିରୀ ଦେଇ ସେ ଯୋଷାକୁ ପ୍ରଦୀପ ପ୍ରାସାଦ ରାତିରେ ମୁଁ ଯେ ମାତିଥାଇ ଦେବ ଭୂତିରେ ଭଞ୍ଜ. ପ୍ରେମସୁଧାନିଧି

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅପଲକତ୍ୱ — The state of having winkless eyes.