ଦେବମଣି
ଦେଖଣା
ଦେବମଣି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦେବତାଙ୍କ ବ୍ୟବହୃତ ମଣି — ୧. Jewel used by a Deity.
- ୨. ବିଷ୍ଣୁଙ୍କ ବ୍ୟବହୃତ କୌସ୍ତୁଭ ମଣି — ୨. The jewel worn by Bishṇu.
- ୩. ଶିବ (ପ୍ରକୃତିବହାଦ) —୩. Ṡiba
- ୪. ଅଶ୍ୱର ଗଳଦେଶରେ ରୋମାବଳୀକୃତ ଆବର୍ତ୍ତ — ୪. A whorl of furs on the neck of a horse.
- ୫. ସୂର୍ଯ୍ୟ (ହିନ୍ଦୀ - ଶବ୍ଦସାଗର) —୫. The sun.
- ୬. ମହାମେଦା (ହିନ୍ଦୀ - ଶବ୍ଦସାଗର) (ଦେଖ) - ୬. Mahāmedā (See)