Jump to content

ଦେବଯାତ୍ରା

ଉଇକିଅଭିଧାନ‌ରୁ

ଦେବଯାତ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଦେବ+ ଯାତ୍ରା; ଦେବତାଙ୍କ ଦର୍ଶନାଦି ଉଦ୍ଦେଶ୍ୟରେ ଯାତ୍ରା)

[ସମ୍ପାଦନା]

ଦେବତାଙ୍କୁ ନିକଟକୁ ଗମନ; ତୀର୍ଥ ଯାତ୍ରା —Pilgrimage to holy shrines.