Jump to content

ଦେବଯାନୀ

ଉଇକିଅଭିଧାନ‌ରୁ

ଦେବଯାନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନାମ)

[ସମ୍ପାଦନା]

ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଓ ଯଯାତିଙ୍କ ବିବାହିତା ଭାର୍ଯ୍ୟା — The daughter of Ṡukrāchārj̄ya and the married wife of king J̄aj̄āti.

ପୁରନ୍ଦରପୁର ସମ ରାଜପୁରେ ସୁମଧ୍ୟମା ଦେବଯାନୀ; ରହିଲେ ସହସ୍ର ଦାସୀ ପରିବୃତା ହସ୍ତିନାର ପାଟରାଣୀ ନନ୍ଦକିଶୋର. ଶର୍ମିଷ୍ଠା

[ଦ୍ରଷ୍ଟବ୍ୟ —ଦୈତ୍ୟମାନଙ୍କ ରାଜା ବୃଷପର୍ବାଙ୍କ ନିକଟରେ ଶୁକ୍ରାଚାର୍ଯ୍ୟ ବାସ କରୁଥିବା ସମୟରେ ବୃଷପର୍ବାଙ୍କ କନ୍ୟା ଶର୍ମିଷ୍ଠାଙ୍କର ଦେବଯାନୀ ସଖି ଥିଲେ ଏକଦା ଜଳବିହାର ପରେ ଦେବଯାନୀ ଶର୍ମିଷ୍ଠାଙ୍କ ଲୁଗା ଭ୍ରମରେ ପିନ୍ଧି ପକାଇବାରୁ ଶର୍ମିଷ୍ଠା ଦେବଯାନୀକୁ ଗୋଟିଏ କୂଅରେ ପକାଇ ଦେଇ ସେଠାରୁ ଚାଲି ଆସିଲେ ଏହି ସମୟରେ ମୃଗୟା ଉଦ୍ଦେଶ୍ୟରେ ସେଠାକୁ ନହୁଷ ରାଜାଙ୍କ ପୁତ୍ର ଯଯାଦି ଆସି ଦେବଯାନୀକୁ କୂପରୁ ଉଦ୍ଧାର କଲେ ଦେବଯାନୀ ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ଏ ସଂବାଦ ଦେବାରୁ ଶୁକ୍ରାଚାର୍ଯ୍ୟ ବୃଷପର୍ବାଙ୍କ ନଅର ଛାଡ଼ିଟାଲିଯିବାକୁ ବସିଲେ ବୃଷ ପର୍ବା ବହୁ ଅନୁନୟ କରିବାରୁ ଦେବଯାନୀକୁ ପ୍ରସନ୍ନା ଜରାଇବାକୁ ଶୁକ୍ରାଚାର୍ଯ୍ୟ ବୃଷପର୍ବାଙ୍କୁ କହିଲେ ବୃଷପର୍ବା ଦେବଯାନୀକୁ ପ୍ରସନ୍ନା କରାଇବାକୁ ପ୍ରାର୍ଥନା କରିବାକୁ ଦେବ ଯାନି କହିଲେ ଯେ ଶର୍ମ୍ମିଷ୍ଠା ମୋର ଦାସୀ ହେଲେ ମୁଁ ପ୍ରସନ୍ନା ହେବି ଏଥିରେ ବୃଷପର୍ବା ଓ ଶର୍ମ୍ମିଷ୍ଠା ଅଙ୍ଗୀକୃତ ହେଲେ ଦେବଯାନୀ ଯଯାଦିଙ୍କୁ ବାବାହ କଲେ ଓ ତାଙ୍କ ସଙ୍ଗେ ଶର୍ମ୍ମିଷ୍ଠା ଦାସୀ ରୂପେ ଗଲେ ରାଜା ଶର୍ମ୍ମିଷ୍ଠାଙ୍କଠାରେ ଅନୁରକ୍ତ ହୋଇ ତାଙ୍କ ଗର୍ଭରୁ ଦ୍ର୍ୟହୁ, ଅନୁ ଓ ପୁରୁ ନାମକ ତିନି ପୁତ୍ର ଜାତ କରାଇଲେ ଦେବଯାନୀ ଏହା ଜାଣି ପାରି କ୍ରୁଦ୍ଧାହେଇ ଶୁକ୍ରାଚାର୍ଯ୍ୟଙ୍କ ଠାକୁ ସଂବାଦ ଦେଲେ ଶୁକ୍ରାଚାର୍ଯ୍ୟଙ୍କ ଶାପରେ ଯଯାତି ବାର୍ଦ୍ଧକ୍ୟ ପ୍ରାପ୍ତ ହେଲେ ଦେବଯାନୀଙ୍କ ଗର୍ଭରୁ ଯଦୁ ଓ ତୁର୍ବସୁ ନାମକ ଦୁଇ ପୁତ୍ର ହେଲେ]