ଦେବର
ଦେଖଣା
ଦେବର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ଦିବ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅର; ତୁଳ. ଲା—ଡେବର; ଗ୍ରୀକ୍—ଡେବର)
[ସମ୍ପାଦନା]ଦିଅର; ସ୍ୱାମୀଙ୍କ କନିଷ୍ଠ ଭ୍ରାତା — Husband's younger brother.
[ଦ୍ରଷ୍ଟବ୍ୟ — ମନୁସ୍ମୃତିରେ ବିଧି ଅଛି ଯେ ସନ୍ତାନହୀନା ବିଧବା ଦେବରଙ୍କ ଔଷରରେ ଗୋଟିଏ ପୁତ୍ର ଉତ୍ପାଦନ କରି କୁଳରକ୍ଷା କରିବେ, କିନ୍ତୁ ପରାଶରେ କଳିଯୁଗରେ ଏହା ନିଷିଦ୍ଧ ବୋଲି ଲେଖି ଅଛନ୍ତି]