ଦେବଲୋକ
ଦେଖଣା
ଦେବଲୋକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(୬ଷଷ୍ଠୀ ତତ୍; ଦେବ+ଲୋକ)
[ସମ୍ପାଦନା]- ୧. ଅମର ଧାମ; ସ୍ୱର୍ଗ; ସ୍ୱର୍ଗ ଲୋକ; —୧. Paradise; Heaven; the adobe of the Gods.
- ୨. ଭୁବାଦି ସପ୍ତଲୋକ — ୨. The seven upper worlds of the Hindus.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦେବତାମାନେ —The Gods.
ଦେବ ଲୋକଙ୍କର ଭାଷା, ଆମେ ଯାକୁ ବୋଲୁ ଗାଈ ବଳଦ ତୁମେ ତାକୁ ବୋଲ କଂସା ଢଗ