ଦେବଳ
ଦେଖଣା
ଦେବଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦେବ+ଲା. ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ଯେ ଦେବତାଙ୍କୁ ପୂଜା କରି ଜୀବିକା ନିର୍ବାହ କରେ)
[ସମ୍ପାଦନା]- ୧. ଦେଉଳିଆ; ପୂଜାହାରୀ — ୧. One whose occupation is the worship of Deities.
- ୨. ନୀଚ ଶ୍ରେଣୀୟ ବ୍ରାହ୍ମଣ; ପଣ୍ଡା — ୨. An inferior class of Brāhmaṇas.
ବିଶେଷ୍ୟ -
[ସମ୍ପାଦନା]- ୧. ମନ୍ଦିର; ଦେବାଳୟ —୧. Temple.
- ୨. ଅଷ୍ଟାବକ୍ର ମୁନି; ଅସିତ ମୁନିଙ୍କ ପୁତ୍ର — ୨. The sage Ashṭābakra.
ଦେବଳ ଶାପୁଁ ପାର ଗଲା; ଯେ ବିଷ୍ଣୁ ଚକ୍ରେ ପ୍ରାଣ ଦେଲା ଜଗନ୍ନାଥ. ଭାଗବତ
[ଦ୍ରଷ୍ଟବ୍ୟ —ଦେବଳ ମୁନିଙ୍କ ଅଭିଶାପରୁ ହୁ ହୁ ଗନ୍ଧର୍ବ କୁମ୍ଭୀର ହେଇଥିଲା]