Jump to content

ଦେବସ୍ଥାନ

ଉଇକିଅଭିଧାନ‌ରୁ

ଦେବସ୍ଥାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦେବାଳୟ — ୧. Temple.
୨. (ନାମ)—ବନବାସକାଳରେ ପାଣ୍ଡବମାନଅଙ୍କୁ ଉପଦେଶ ଦେଇଥିବା ଜଣେ ଋଷି —୨. Name of a sage.

ପ୍ରାଦେଶିକ - (ଗଞ୍ଜାମ)ବି

[ସମ୍ପାଦନା]

ଦେବୋତ୍ତର ଇଲାକା — A religious endowment.