ଦେବସ୍ଥାନ କମିଟି
ଦେଖଣା
ଦେବସ୍ଥାନ କମିଟି
ଉଚ୍ଚାରଣ
[ସମ୍ପାଦନା](ଦେବସ୍ଥାନମ୍ କମିଟି—ଅନ୍ୟରୂପ)
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ସାଧାରଣ ଦେବୋତ୍ତର ସମ୍ପତ୍ତିର ତତ୍ତ୍ୱ ନେବାପାଇଁ ସରକାରଙ୍କ ତରଫରୁ ଜିଲ୍ଲା ଜଜଙ୍କଦ୍ୱାରା ନିଯୁକ୍ତ କମିଟି —An endowment-committee; a committee appointed by the district Judge to look after a public religious endowment.