ଦେବାନାର୍ମ୍ପ୍ରିୟ
ଦେଖଣା
ଦେବାନାର୍ମ୍ପ୍ରିୟ
ଉଚ୍ଚାରଣ
[ସମ୍ପାଦନା](ଦେବାନାଂପ୍ରିୟ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଦେବତାମାନଙ୍କର ପ୍ରିୟ — ୧. Beloved of the Gods.
- ୨. ଅଶୋକଙ୍କର ନାମ ପୂର୍ବରେ ଅଶୋକ ଲଗାଇଥିବା ବିଶେଷଣ —୨. An epithet which king Aṡoka prefixed to his name.
[ଦ୍ରଷ୍ଟବ୍ୟ —ଏଥିରେ ପାଲୀ ଭାଷାର ଆକାର'ଦେବାନାଂପିଅ' ଅଶୋକଙ୍କ ଶିଳାଲିପିମାନଙ୍କରେ ଅଶୋକଙ୍କ ନାମ ପୂର୍ବରେ ଦେବାନାଂପିଅ ପିଅଦଶି (ସଂସ୍କୃତ - ପ୍ରିୟଦର୍ଶୀ) ବିଶେଷଣ ଦିଆ ଯାଇଅଛି ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବକରା; ଛେଳି (ହିନ୍ଦୀ - ଶବ୍ଦସାଗର) —୧. Goat.
- ୨. ମୂର୍ଖ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୨. An illiterate person.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାଜା ଅଶୋକ —King Aṡoka.