Jump to content

ଦେବାନୁଚର

ଉଇକିଅଭିଧାନ‌ରୁ

ଦେବାନୁଚର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେବ+ଅନୁଚର)

[ସମ୍ପାଦନା]
୧. ଦେବତାଙ୍କ ଭୃତ୍ୟ —୧. An attendant of a Deity.

[ଦ୍ରଷ୍ଟବ୍ୟ —ନନ୍ଦୀ ଓ ଭୃକୁଟି ଶିବଙ୍କର ଏବଂ ଗରୁଡ଼ ବିଷ୍ଣୁଙ୍କର ଅନୁଚର ଅଟନ୍ତି ]

୨. ଉପଦେବତା; ବିଧ୍ୟାଧର, ଯକ୍ଷ, ଗନ୍ଧର୍ବ ଓ କିନ୍ନରାଦି — ୨. Demi-gods.