ଦେବାନ୍ତକ
ରାମାୟଣବର୍ଣ୍ଣିତ ରାକ୍ଷସ ବୀରବିଶେଷ — Name of a demon described in the Rāmāyaṇa.
ବିଗତି ଦେବାନ୍ତକ ତ୍ରିଶିର ନରାନ୍ତକ ମହୋଦର ଅତିକାୟକ— ଭଞ୍ଜ. ବୈଦେହୀଶବିଳାସ