ଦେବାର୍ଚ୍ଚନ
ଦେଖଣା
ଦେବାର୍ଚ୍ଚନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେବ+ଅର୍ଚ୍ଚନ)
[ସମ୍ପାଦନା]ଦେବୋ— ପାସନା —Worship of a Deity.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାଜାମାନଙ୍କର ସ୍ନାନାନ୍ତେ ଦୈନିକ ସନ୍ଧ୍ୟାବନ୍ଦନାଦି ନୀତି — The daily rite of worship performed by a Rājā after bath.
ସୁବାହୁଙ୍କର ଦେବାର୍ଚ୍ଚନ ସମୟରେ ଦେଖିଲେ ନଳପ୍ରିୟା ସୁନନ୍ଦା ସଙ୍ଗରେ—କୃଷ୍ଣସିଂହ. ମହାଭାରତ. ବନ