Jump to content

ଦେବାଶ୍ୱ

ଉଇକିଅଭିଧାନ‌ରୁ

ଦେବାଶ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେବ+ଅଶ୍ୱ)

[ସମ୍ପାଦନା]

ଇନ୍ଦ୍ରଙ୍କ ଅଶ୍ୱ; ଉଚ୍ଚୈଃଶ୍ରବା —Uchch&aline;i̱ḥṡrabā, the horse of Indra.