Jump to content

ଦେବାୟୁଧ

ଉଇକିଅଭିଧାନ‌ରୁ

ଦେବାୟୁଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେବ+ଆୟୁଧ)

[ସମ୍ପାଦନା]
୧. ଦେବତାଙ୍କର ଅସ୍ତ୍ର ଶସ୍ତ୍ର; — ୧. The weapons of the Gods.

[ଦ୍ରଷ୍ଟବ୍ୟ — ହିନ୍ଦୁଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ଦେବତାଙ୍କର ଭିନ୍ନ ଭିନ୍ନ ଅସ୍ତ୍ର ଅଛି ଯଥା—୧. ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଓ ଗଦା, ୨. ଶିବଙ୍କର ପରଶୁ ଓ ଖଟ୍ୱାଙ୍ଗ,୩. ବରୁଣଙ୍କର ପାଶ,୪. ଗଣେଶଙ୍କର ପାଶ ଓ ଅଙ୍କୁଶ,୫.ଇନ୍ଦ୍ର ଙ୍କର ବଜ୍ର,୬. ଯମଙ୍କର ଦଣ୍ଡ ଓ ପାଶ ]

୨. ଶକ୍ରଧନୁ; ଇନ୍ଦ୍ରଧନୁ —୨. Rainbow.