Jump to content

ଦେବିଳ

ଉଇକିଅଭିଧାନ‌ରୁ

ଦେବିଳ

ଉଚ୍ଚାରଣ

[ସମ୍ପାଦନା]
(ଦେବିଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦେବ+ଇଳ)

[ସମ୍ପାଦନା]
୧. ଦେବପରାୟଣ — ୧. God-fearing; saintly.
୨. ପରମଧାର୍ମିକ —୨. Pious.