ଦେବୀଦ୍ୱାରା
ଦେଖଣା
ଦେବୀଦ୍ୱାରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କଟକ ଜିଲ୍ଲାର ଡମପଡ଼ା ରାଜ୍ୟର ଅର୍ନଗତ ମହାନଦୀ ତୀରବର୍ତ୍ତୀ ସ୍ଥାନବିଶେଷ — ୧. Name of a place on the shore of the Mahānadī in the Dompara estate.
ଛାଡ଼ି ଦେବୀ ଦ୍ୱାର ଚଣ୍ଡିକା ବିନେ ସିଂହ ଦୁଆରେ ରାଧାନାଥ. ଚନ୍ଦ୍ରଭାଗା
- ୨. ଡମପଡ଼ାର ସ୍ୱନାମପ୍ରସିଦ୍ଧ ପର୍ବତମାଳା — ୨. Name of a range of hills in the Dompara estate.
ଧୀରେ ଦେବୀ ଦ୍ୱାର ଗିରି ଶୃଙ୍ଗେ ରବି ରାଧାନାଥ. ନନ୍ଦିକେଶ୍ୱରୀ