ଦେବୀ ନଦୀ
ଦେଖଣା
ଦେବୀ ନଦୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମହାନଦୀର ଶାଖାନଦୀବିଶେଷ — Name of a branch of the Mahānadī river.
ଦେବୀ ନଦୀ ତୀରେ ମୃତ୍ୟୁ ହେବ ସେ ସ୍ଥାନରେ ପ୍ରାଚୀ ଶ୍ରୀଗୁରୁଭକ୍ତି ଗୀତା
[ଦ୍ରଷ୍ଟବ୍ୟ —କାଠଯୋଡ଼ି ନରାଜଠାରୁ ମହାନଦୀରୁ ବାହାରି ୨ ମାଇଲ ଯିବା ପରେ ଦେବୀ ନଦୀ ଆଖ୍ୟା ଧାରଣ କରିଅଛି ]