Jump to content

ଦେବୀ ଭାଗବତ

ଉଇକିଅଭିଧାନ‌ରୁ

ଦେବୀ ଭାଗବତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭାଗବତୀ ଦେବୀଙ୍କୁ ଅବଲମ୍ୱନ କରି ଯେଉଁ ଗ୍ରନ୍ଥ ଲିଖିତ ହୋଇଅଛି; ମ. ପ. ଲୋ)

[ସମ୍ପାଦନା]

ଦୁର୍ଗାଙ୍କ ମାହାତ୍ମ୍ୟ ବର୍ଣ୍ଣନାତ୍ମକ ପୁରାଣବିଶେଷ — A mythological work on Durgā.

[ଦ୍ରଷ୍ଟବ୍ୟ — କେହି କେହି ଏହାକୁ ପୁରାଣ ଓ କେହି କେହି ଉପ— ପୁରାଣ କହନ୍ତି ଏଥିରେ ଭାଗବତ ପରି ୧୨: ସ୍କନ୍ଧ ଓ ୧୮: ହଜାର ଶ୍ଳୋକ ଅଛି ଦେବୀ ଭାଗବତରେ ତାନ୍ତ୍ରିକ ଭାବର ପ୍ରବଳତା ଲକ୍ଷିତ ହୁଏ ଏଥିରେ ଭଗବତୀଙ୍କ ଉପାସନା ଓ ପୀଠମାନଙ୍କ ବର୍ଣ୍ଣନା ଅଛି ]