Jump to content

ଦେବୋତ୍ତର

ଉଇକିଅଭିଧାନ‌ରୁ

ଦେବୋତ୍ତର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦେବ+ଉତ୍ତର=ଯୋଗ)

[ସମ୍ପାଦନା]
୧. ଦେବ ସେବା ପାଇଁ ଉତ୍ସୃଷ୍ଟ ସମ୍ପତ୍ତି — ୧. (Property) Dedicated to the worship of an idol.
୨. ଦେଶଜ - ସେବାରେ ନିୟୋଜିତ (ସମ୍ପତ୍ତି) — ୨. (Property) Applied to the worship of an idol.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦେବ ସେବା ପାଇଁ ଉତ୍ସୃଷ୍ଟ ସମ୍ପତ୍ତି — Endowment; endowed property.

[ଦ୍ରଷ୍ଟବ୍ୟ — ଏହି ପରି ବ୍ରହ୍ମୋତ୍ତର, ପିରୋତ୍ତର ଶବ୍ଦମାନ ବ୍ୟବହୃତ ହୁଏ ]