ଦେବୋତ୍ତର କମିଟୀ
ଦେବୋତ୍ତର ସମ୍ପତ୍ତିର ପରିଚାଳନାର୍ଥ ଜଜ୍ ସାହେବଙ୍କଦ୍ୱାରା ନିଯୁକ୍ତ ସମିତି — Endowment-committee appointed by the District Judge.