Jump to content

ଦେବୋତ୍ତର ବାଜ୍ୟାପ୍ତି

ଉଇକିଅଭିଧାନ‌ରୁ

ଦେବୋତ୍ତର ବାଜ୍ୟାପ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦେବ ସେବା ପାଇଁ ଉତ୍ସୃଷ୍ଟ ଯେଉଁ ଜମିର ସନନ୍ଦ ସମ୍ୱନ୍ଧେ ଇଂରାଜ ସରକାର ସନ୍ତୋଷଜନକ ପ୍ରଣାମ ନ ପାଇବାରୁ ତହିଁରେ କରଧାର୍ଯ୍ୟ କରି ଅଛନ୍ତି —Resumed revenue-free endowed land.