ଦେବୋନ୍ମାଦ
ଏକପ୍ରକାର ଉନ୍ମାଦ ରୋଗ — Religious mania.
(ଯଥା—ଏଥିରେ ରୋଗୀ ସର୍ବଦା ଶୂଚୀ ରହେ, ସୁଗନ୍ଧ ଫୁଲର ମାଳା ପିନ୍ଧେ, ଆଖି ପିଛାଡ଼େ ନାହିଁ ଓ ସଂସ୍କୃତରେ କଥା କହେ— ହିନ୍ଦୀ - ଶବ୍ଦସାଗର)