Jump to content

ଦେବ ଋଣ

ଉଇକିଅଭିଧାନ‌ରୁ

ଦେବ ଋଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମନୁଷ୍ୟ ସଂସାରରେ ଜନ୍ମଗ୍ରହଣ କରିବା ଯୋଗୁଁ ତାହାର ଦେବତାଙ୍କ ପ୍ରତି କର୍ତ୍ତବ୍ୟ କର୍ମମାନ — Acts which a man should perform as due to the Gods.

[ଦ୍ରଷ୍ଟବ୍ୟ —ଯଜ୍ଞ ଓ ହୋମାଦି ସାଧନଦ୍ୱାରା ମନୁଷ୍ୟ ଦେବଋଣରୁ ମୁକ୍ତ ହୁଏ]