Jump to content

ଦେବ କର୍ଦ୍ଦମ

ଉଇକିଅଭିଧାନ‌ରୁ

ଦେବ କର୍ଦ୍ଦମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଦେବଯୋଗ୍ୟ କର୍ଦ୍ଦମ ତୁଲ୍ୟ ପଦାର୍ଥ)

[ସମ୍ପାଦନା]

ଚନ୍ଦନ, ଅଗୁରୁ, କର୍ପୂର ଓ କୁଙ୍କୁମ ମିଶ୍ରିତ ସୁଗନ୍ଧ ଦ୍ରବ୍ୟ —A scent compounded of sandal. aloeswood, camphor etc.