ଦେବ କାର୍ଯ୍ୟ
ଦେଖଣା
ଦେବ କାର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା](ଦେବ କର୍ମ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ଦେବ+କାର୍ଯ୍ୟ)
[ସମ୍ପାଦନା]- ୧. ଦେବତାଙ୍କ କୃତ କର୍ମ — ୧. An act of God.
- ୨. (ମ. ପ. ଲୋ; ଦେବତାଙ୍କ ପ୍ରସାଦାର୍ଥ ଅନୁଷ୍ଠିତ କାର୍ଯ୍ୟ) ଜପ, ଯଜ୍ଞ, ପୂଜା, ଉପାସନା ଆଦି କର୍ମ — ୨. Religious rites; the worship of the Deities.
- ୩. (ମ. ପ. ଲୋ) ଦେବତାଙ୍କ ପ୍ରୀତି ନିମନ୍ତେ କୃତ କର୍ମ — ୩. An act done to please the Gods.