Jump to content

ଦେବ କୂଟ

ଉଇକିଅଭିଧାନ‌ରୁ

ଦେବ କୂଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦେବମାୟା —୧. Illusion created by the Gods.
୨. ମହାଭାରତୋକ୍ତ ବିଶିଷ୍ଠାଶ୍ରମ ସମୀପସ୍ଥ ତୀର୍ଥବିଶେଷ — ୨. Name of a holy place.
୩. କୁବେରଙ୍କ ଆଠ ପୁତ୍ର ମଧ୍ୟରୁ ଏକ — ୩. Name of one of the eight sons of Kubera.

[ଦ୍ରଷ୍ଟବ୍ୟ —ଏ ଶିବ ପୂଜା ପାଇଁ ନେଉଥିବା ପଦ୍ମଫୁଲକୁ ଶୁଘିଂବାରୁ ଶିବଙ୍କ ଅଭିଶାପରୁ ଏ କଂସର ଭାଇ ହୋଇ ଜନ୍ମ ଲଭିଲା ଓ କୃଷ୍ଣଙ୍କଦ୍ୱାରା ନିହତ ହୋଇ ମୋକ୍ଷ ଲାଭ କଲା ]