Jump to content

ଦେବ ଗୁରୁ

ଉଇକିଅଭିଧାନ‌ରୁ

ଦେବ ଗୁରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେବ+ଗୁରୁ)

[ସମ୍ପାଦନା]

 : ବୃହସ୍ପତି; ସୁରାଚାର୍ଯ୍ୟ —୧. Bṛushaspati; the spiritual precepter of the Gods.

୨. (ଦେବତାମାନଙ୍କ ପିତା) କଶ୍ୟପଋଷି (ହିନ୍ଦୀ - ଶବ୍ଦସାଗର) — ୨. The sage Kaṡyapa.