Jump to content

ଦେବ ତରୁ

ଉଇକିଅଭିଧାନ‌ରୁ

ଦେବ ତରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାରିଜାତ ବୃକ୍ଷ — ୧. The Pārijāta tree
୨. ସ୍ୱର୍ଗସ୍ଥ ବୃକ୍ଷ —୨. A tree of the heaven.
୩. ଇନ୍ଦ୍ରଙ୍କ ଉଦ୍ୟାନରେ ଥିବା ୫ଗୋଟି ସ୍ୱର୍ଗୀୟ ବୃକ୍ଷ — ୩. Five mythological trees said to belong to the garden of Indra in Heaven.

(ପଞ୍ଚଦେବ ତରୁ; ଯଥା—ମନ୍ଦାର, ପାରିଜାତ, ସନ୍ତାନ, କଳ୍ପବୃକ୍ଷ଼ ଓ ହରିଚନ୍ଦନ )

୪. ଅଶ୍ୱତ୍ଥଗଛ —୪. The holy fig tree.