Jump to content

ଦେବ ତୀର୍ଥ

ଉଇକିଅଭିଧାନ‌ରୁ

ଦେବ ତୀର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦେବପୂଜାପାଇଁ ଉପଯୁକ୍ତ ସମୟ (ହିନ୍ଦୀ - ଶ) — ୧. Proper time for worshipping a Deity.
୨. ବୃଦ୍ଧାଙ୍ଗୁଳିକୁ ଛାଡ଼ି ଅନ୍ୟ ଅଙ୍ଗୁଳିମାନଙ୍କ ଅଗ୍ରଭାଗ — ୨. The ends of the fingers except the thumb.

[ଦ୍ରଷ୍ଟବ୍ୟ —ଏହି ବାଟେ ସଂକଳ୍ପ ବା ଦେବତର୍ପଣ ସମୟରେ ହାତରୁ ଜଳ ତଳକୁ ତଳାଯାଏ ]