Jump to content

ଦେବ ଦୀପ

ଉଇକିଅଭିଧାନ‌ରୁ

ଦେବ ଦୀପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ୱର୍ଗ — ୧. The Heaven.

ସୁମତିକି ଆଉ ତୋର ସଙ୍ଗେ ଥିଲା ପରା ସୁଖ ଦେବଦୀପ— ଭଞ୍ଜ. ପ୍ରେମସୁଧାନିଧି

୨. (ଦେବ=ଇନ୍ଦ୍ରିୟ+ଦୀପ) ନୟନ —୨. The eye.

ଦେବଦୀପ ତୋଷଦାୟନୀ ତୁ ମୋ ଆହୁରି ଶିରକଳାପ— ଭଞ୍ଜ. ପ୍ରେମସୁଧାନିଧି

୩. କୌଣସି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଜ୍ଜଳିତ ପ୍ରଦୀପ — ୩. A lamp lighted in honour of a Deity.