Jump to content

ଦେବ ଦୁର୍ଲ୍ଲଭ

ଉଇକିଅଭିଧାନ‌ରୁ

ଦେବ ଦୁର୍ଲ୍ଲଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ସ୍ୱର୍ଗରେ ଦେବତାମାନଙ୍କୁ ମଧ୍ୟ ମିଳିବା କଷ୍ଟକର —୧. Unavailable even to the Gods.
୨. ଅତି ଦୁଷ୍ପାପ୍ୟ —୨. Very rare.