Jump to content

ଦେବ ଦେବ

ଉଇକିଅଭିଧାନ‌ରୁ

ଦେବ ଦେବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦେବ+ଦେବ)

[ସମ୍ପାଦନା]
୧. ମହାଦେବ; ଶିବ —୧. God Ṡiba

ଦେବଦେବଙ୍କର ବାହନ ପଛଆଡ଼ୁ ପାଇଲି—ଯଦୁମଣି. ରହସ୍ୟ ବଚନ

୨. ବିଷ୍ଣୁ —୨. Bishṇu.
୩. ବ୍ରହ୍ମା —୩. Brahmā
୪. ପ୍ରଧାନ ଦେବତା —୪. The God of Gods.