ଦେବ ନଦୀ
ଦେଖଣା
ଦେବ ନଦୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଗଙ୍ଗା — ୧. The Ganges river.
- ୨. ଯମୁନା —୨. The J̄amunā river.
- ୩. ସରସ୍ୱତୀ —୩. The Saraswatī river.
- ୪. ଦୃଷଦ୍ୱତୀ —୪. The Dṛushadbatī river.
- ୫. ଲଙ୍କାସ୍ଥ ସୁବଳ ପର୍ବତ ନିକଟରେ ବହି ଯାଉଥିବା ନଦୀ — ୫. The river flowing near the moutain Subaḻa in Ceylon.
ବଢ଼ାଇଲେ ଦେବ ନଦୀରେ ସମସ୍ତେ ସ୍ନାନ କଲେ ଫଳାଶନ ଭଞ୍ଜ. ବୈଦେହୀଶବିଳାସ